ଗଜପତିରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌

ଗଜପତିରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌

ଘରେ ଘରେ ଲକ୍ଷ୍ମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ହୋଇଯାଇଛି । ଗାଁଠୁ ସହରକୁ ଆସିବ ଏହି ଲକ୍ଷ୍ମୀ ବସ୍ । ଉପକୃତ ହେବେ ଗ୍ରାମବାସୀ । ସୁବିଧା ସହଜରେ ଏହି ବସରେ ଯାତାୟତ କରିବେ ଗାଁ ଲୋକ । ଘରୋଇ ବସ୍ ଯାତାୟତ ପାଇଁ ୭୦ଟଙ୍କା ନେଉଥିବା ବେଳେ ଲକ୍ଷ୍ମୀ ବସରେ ଦୈୟ ୩୦ଟଙ୍କା ରହିଛି । କମ ଦାମରେ ଯାତାୟତ କରିବା ପାଇଁ ରାଜ୍ୟ ସରକାରଙ୍କର ଏହି ଲକ୍ଷ୍ମୀ ବସ ଯୋଜନା ।

author

Related Articles

Leave a Reply

Your email address will not be published. Required fields are marked *