ଗିରଫ ହେଲେ ଅମୃତପାଲଙ୍କ ମାଆ

ଗିରଫ ହେଲେ ଅମୃତପାଲଙ୍କ ମାଆ

ଗିରଫ ହେଲେ ଖାଲିସ୍ତାନୀ ଲିଡର ଅମୃତପାଲଙ୍କ ମାଆ । ଅମୃତପାଲଙ୍କ ମାଆକୁ ଗିରଫ କଲା ପୋଲିସ । ତା ସହିତ ଅମୃତପାଲଙ୍କ 3ଜଣ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅମୃତପାଲଙ୍କୁ ୨୦୨୩ ଏପ୍ରିଲ ୨୩ରୁ ଗିରଫ କରାଯାଇ ଆସାମ ଜେଲରେ ରଖାଯାଇଛି । ପୁଅ ଅମୃତପାଲକୁ ଆସାମ ଦିବ୍ରୁଗଡ ଜେଲରୁ ପଞ୍ଜାବ ଜେଲକୁ ସ୍ଥାନାନ୍ତର କରିବା ଦାବିରେ ଅମୃତପାଲଙ୍କ ମା’ ବଲବିନ୍ଦର କୌର ଆସନ୍ତା କାଲିଠାରୁ ‘ଚେତନା ମାର୍ଚ୍ଚ’ ନାଁରେ ରାଲି ବାହାର କରିବା ସହ ଆମରଣ ଅନଶନ ଆରମ୍ଭ କରିଥାନ୍ତେ । ହେଲେ ତା ପୂର୍ବରୁ ତାଙ୍କୁ ଆଜି ଗିରଫ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *