ଓଡିଆ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିରେ ଗୁଡି ଉଡାଯାଇଆଏ । ଆସନ୍ତାକାଲି ମକର ସଂକ୍ରାନ୍ତି । ସାଧାରଣତଃ ଗୁଡି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକମାନେ । ଯାହାକି ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡି ଉଡାଇବା ବେଳେ ଏହି ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ ପୋଲିସ । ତେଣୁ ସାଧାରଣ ସୂତାରେ ଗୁଡି ଉଡାଇବାକୁ କମିସନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏବଂ ମାଞ୍ଜା ସୂତା ବ୍ୟବହାର କରି ଗୁଡି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

You can share this post!
author