ଗୋଇଠା ମାରିଲା ଚୀନ କାନ୍ଦୁଛି ପାକିସ୍ତାନ

ଗୋଇଠା ମାରିଲା ଚୀନ କାନ୍ଦୁଛି ପାକିସ୍ତାନ

ଗୁମୁରି ଗୁମୁରି କାନ୍ଦୁଛି ପାକିସ୍ତାନ

• ଚୀନ ଦେଲା ଧୋକା ମଝି ରାସ୍ତାରେ ଫସିଗଲା ବାହାଦୂରିଆ ପାକ୍

• ଏମିତି ଗୋଇଠା ମାରିଲା ଚୀନ ଘୋଷାଡି ହୋଇ ପଡିଲା ପାକିସ୍ତାନ

• କାମ କରୁନି ପାକ୍ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡ ପାକ୍ ରେ ଗଡୁଛି ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ମୁଣ୍ଡ

• ଆକ୍ରମଣ ବେଳେ କାମକଲାନି ଚାଇନା ଅସ୍ତ୍ର

• ପାକ୍ ଛାତିରେ ଗର୍ଜନ କରୁଛି ଭାରତୀୟ ସେନା

• ଧୋକା ଦେଲା ଚୀନ ବାଉଳେଇ ହେଲାଣି ପାକିସ୍ତାନ

• ପାକିସ୍ତାନକୁ ଚାରିପଟରୁ ଘେରୁଛି ଭାରତ ଅସମର୍ଥ ହୋଇପଡିଛି ପାକିସ୍ତାନ ସେନା

• ଶେଷ ମୁହୁର୍ତ୍ତରେ ଶତ୍ରୁଦେଶ ପାକକୁ ଧୋକା ଦେଇଛି ଚାଇନା

• ଚୀନକୁ ଭରସା କରି ଏବେ ପସ୍ତାଉଛି ପାକିସ୍ତାନ

• ଯୁଦ୍ଧ ବେଳେ କାମ ଦେଲାନି ଚାଇନାର ଅସ୍ତ୍ର

• ଚିନ୍ତାରେ ପଡିଛି ପାକିସ୍ତାନ ଶସ୍ତା ଚାଇନା ମାଲ ଦେଖି ବୁଲାଇଲାଣି ଶେହବାଜଙ୍କ ମୁଣ୍ଡ

• ପାକିସ୍ତାନକୁ ଭିତ୍ତିରିଆ ସମର୍ଥନ କରୁଥିବା ଚୀନ ଏବେ ପାକିସ୍ତାନଠୁ ମୁହଁ ଫେରାଇ ନେଇଛି

• ଭାରତ ପହଲଗାମ ଆକ୍ରମଣର ଜବାବ ଦେଇ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର

• ଏହା ପରଠୁ ବଦଳିଯାଇଥିଲା ଚୀନର ସ୍ୱର

• ଚୀନ୍ ପୂର୍ବରୁ ଅନେକ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେଇଥାଏ କିନ୍ତୁ ଏବେ ପାକ୍ ଏବେ ହନ୍ତସନ୍ତ

• ଭାରତ-ପାକିସ୍ତାନ ଯୁଦ୍ଧରେ ଖୋଲିଗଲା ଚାଇନା ପ୍ରଡକ୍ଟର ସବୁ ସତ

• ଭାରତ ଆକ୍ରମଣରେ ଚକମାଚୁର ହୋଇଯାଇଛି ପାକିସ୍ତାନରେ ଏୟାର ଡିଫେନ୍ସ ସିଷ୍ଟମ ଯାହା ପାକିସ୍ତାନକୁ ଦେଇଥିଲା ଚାଇନା

author

Related Articles

Leave a Reply

Your email address will not be published. Required fields are marked *