ଗୋଟେ ବର୍ଷାରେ ଡ୍ୟାମ ଧୋଇଯିବ

ଗୋଟେ ବର୍ଷାରେ ଡ୍ୟାମ ଧୋଇଯିବ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଳାସପୁର ପଂଚାୟତରେ ଦିନ ମଜୁରିଆଙ୍କ ଭରସାରେ ଚାଲିଛି କ୍ଷୁଦ୍ର ଜଳସେଚନର ଚେକ୍ ଡ୍ୟାମ ନିର୍ମାଣ . ଦିନ ମଜୁରିଆଙ୍କ ଭରସାରେ ଚାଲିଛି କ୍ଷୁଦ୍ର ଜଳସେଚନର ଚେକ୍ ଡ୍ୟାମ ନିର୍ମାଣ . ବିଲାସପୁର ପଞ୍ଚାୟତର ଗମ୍ଭାରୀ ଗୋରା ନାଳରେ ୭0 ,00000 ଟଙ୍କାରେ ନିର୍ମାଣଧୀନ ଚେକ୍ ଡ୍ୟାମ ଅତି ନିମ୍ନମାନର କାମ ଚାଲିଛି . ଦୁଃଖର ବିଷୟ ଏହି କାମରେ ଭାଇବ୍ରେଟର ବ୍ୟବହାର ହେଉ ନାହିଁ ଛଡ ଦୁଇ ଫୁଟ ଦୂରତାରେ ବନ୍ଧା ହେଉଛି . ଏତେ ନିମ୍ନମାନର କାମ କରିହେଉଛି ଯେ . ବର୍ଷା ରେ ଚେକ୍ ଡ୍ୟାମ ଟି ଭାଙ୍ଗି ଯିବ ବୋଲି ସାଧାରଣରେ ଆଲୋଚନା ହେଉଛି . ଏଣୁ ପ୍ରଶାସନ ଏ ଦିଗରେ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି .

author

Related Articles

Leave a Reply

Your email address will not be published. Required fields are marked *