
ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରେ ରେଡ୍ ।ଜବତ ହେଲା କୋଟି କୋଟି ଟଙ୍କା। କର୍ଣ୍ଣାଟକର ବଲ୍ଲାରୀ ପୁଲିସ କାମବାଲି ବଜାରରେ ହେମା ଜୁଏଲର୍ସ ମାଲିକଙ୍କ ଘରେ ଚଢ଼ଉ କରି ନଗଦ ୭ କୋଟିରୁ ଉର୍ଦ୍ଦ ଟଙ୍କା ଜବତ ହୋଇଛି । ୩ କିଲୋ ସୁନା ଓ ୧୦୩ କିଲୋ ରୂପା ଗହଣା ଜବତ କରିଛି । ଏଥିରେ ୬୮ ଖଣ୍ଡ ରୁପା ଖଣ୍ଡ ରହିଛି । ହେମା ଜୁଏଲର୍ସର ମାଲିକ ନରେଶ ସୋନିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ଅଧିକ ତଦନ୍ତ ପାଇଁ ପୁଲିସ ଏକ ମାମଲା ରୁଜୁ କରିଛି ।