ଘୁଞ୍ଚିଲା ଗୋପାଳଙ୍କ ମେଡିକାଲ ଟେଷ୍ଟ ଶୁଣାଣି

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଶୁଣାଣି ଘୁଞ୍ଚିଛି। ସୋମବାର ଝାରସୁଗୁଡା ଜିଲା ଓ ଦୌରା ଅଦାଲତରେ ଏ ନେଇ ଶୁଣାଣି ହୋଇପାରି ନାହିଁ। ଏହି ଶୁଣାଣି ଆସନ୍ତା ମାର୍ଚ୍ଚ ୧ ତାରିଖକୁ ଘୁଞ୍ଚିଛି। କ୍ରାଇମବ୍ରାଞ୍ଚ ଗତ ୨୨ ତାରିଖରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଜିଲା ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *