ଅକ୍ଷୟ ତୃତୀୟା ଅବସରରେ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି ସୁରେଶ ରାଉତରାୟ। ଆଜି ଭଳି ଦିନରେ ସକାଳୁ ସକାଳୁ ବିଲକୁ ଆସି ଅଖି ମୁଠି ଅନୁକୂଳ କରୁଛନ୍ତି। ମୁଣ୍ଡରେ ଠେକ୍କା ପିନ୍ଧି ପାରମ୍ପରିକ ପଦ୍ଧତିରେ ଧୋତି ପିନ୍ଧି ପୂଜା ପରେ ଜମିରେ ଲଙ୍ଗଳ ଧରି ହଳ କରିଛନ୍ତି ବରିଷ୍ଟ ନେତା ସୁର ଭାଇ। ଖାଲି ସେତିକି ନୁହେଁ ସୁର ଧାନ ବୁଣୁଥିବା ବେଳେ ବିଭୂତି ବଳବନ୍ତରାୟ ଲଙ୍ଗଳ ଧରିଥିବା ଦେଖିବାକୁ ମିଳିଛି ।ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିର ଲୋକସଭା ପ୍ରାର୍ଥୀ ହେବା ପରେ ଦୁଇ ନେତା ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

You can share this post!
author