ଚାଷ ଜମି ବୁଲିଲେ ମନ୍ତ୍ରୀ

ଚାଷ ଜମି ବୁଲିଲେ ମନ୍ତ୍ରୀ

ଲଘୁଚାପଜନିତ ବର୍ଷା ଯୋଗୁଁ କ୍ଷତି ଗ୍ରସ୍ତ ଚାଷ ଜମି ବୁଲିଲେ ମନ୍ତ୍ରୀ ବିଭୁତି ଭୁଷଣ ଜେନା | ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ର ଅଦିନିଆ ବର୍ଷା ରେ କ୍ଷୟ କ୍ଷତି ହୋଇଥିବା ଧାନଫସଲ ବୁଲି ଚାଷୀ ଙ୍କ ସହ ଆଲୋଚନା କରି ସେମାନଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ କରି କିଭଳି ଭାବେ ଫସଲ କୁ ମଣ୍ଡିରେ ଉପଯୁକ୍ତ ମୂଲ୍ୟ ପାଇପାରିବେ ତାହା ଆଲୋଚନା କରିଲେ |ଅଦିନିଆ ବର୍ଷା ଫଳରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନକୁ ଚାଷୀ ସୁରକ୍ଷିତ ଭାବେ ରଖିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଜମିରେ ଥିବା ପାଣି ପାଚିଲା ଧାନ କୁ ନଷ୍ଟ କରିଦେଇଛି | ବର୍ଷା ଯୋଗୁଁ କିଛି ବିଲରେ ପାଣି ଜମି ଧାନ ସବୁ ଭିଜି ଯାଇଛି।

author

Related Articles

Leave a Reply

Your email address will not be published. Required fields are marked *