ଆପଣଙ୍କୁ ଓ ଆପଣମାନଙ୍କ ଜିନିଷକୁ ସୁରକ୍ଷିତ ରଖିବ ବାହାଦୂର ଆପ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଚୋରି ଡକାୟତି ଭଳି ଖବର ସାମ୍ନାକୁ ଆସୁଛି । କଡା ସୁରକ୍ଷା ଭିତରେ ରଖିଲେ ମଧ୍ୟ ଡକାୟତି ରୋକିବା ସମ୍ଭବ ହୋଇପାରୁନାହିଁ । କିନ୍ତୁ ଏବେ ଏକ ଆପଲ୍ଲିକେସ ମାଧ୍ୟମରେ ଆପଣ ନିଜ ଘରକୁ ଏବଂ ଆପଣଙ୍କ ଜିନିଷକୁ ସୁରକ୍ଷିତ ରଖିପାରିବେ । ଏହାର ସମାଧାନ କରିବ ବାହାଦୂର ଆପ । ଯଦି ଆପଣ ଘରେ ନାହାନ୍ତି ଆଉ ଆପଣଙ୍କ ଘରେ ପଶିବା ପାଇଁ କିଏ ଚେଷ୍ଟା କରୁଛି ତେବେ ଏହି ଆପ୍ ମାଧ୍ୟରେ ଆପଣଙ୍କ ନିକଟକୁ ଆସିବ କଲ । ଯାହା ଆପଣଙ୍କୁ ସତର୍କ କରାଇବ । ଯୁବ ଇଞ୍ଜିନିୟର ଆରକେ ପଣ୍ଡା ଏହି ଆପଟିକୁ ଡେଭଲପ୍ କରିଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025