ଛତିଶଗଡ ପରେ ଓଡିଶାରେ ମାତିଛନ୍ତି ମାଓବାଦୀ । ଫୁଲବାଣୀରେ ମାଓବାଦୀମାନେ ଏକ ବର୍ବର କାଣ୍ଡ ଘଟାଇଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତ୍ତିଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ସଲାଗୁଡ଼ା ପଂଚାୟତ କୁସେରି ଗାଁରେ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ । ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁରଙ୍କୁ ହତ୍ୟା କରିଥିବା ସୂଚନା ରହିଛି, ଯାହାର ତଦନ୍ତ କରୁଛି ପୋଲିସ ।

You can share this post!
author