ଛାତ୍ରଛାତ୍ରୀଙ୍କୁ ଏସବିଆଇ ଦେବ୧୫ଲକ୍ଷ…..

ଜମିହୀନ 10000 ପ୍ରତିଭାବଶାଳୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବା ମୁଖ୍ୟ ଲକ୍ଷ୍ୟ ଅଟେ । ଅଧ୍ୟୟନ ସ୍ତରକୁ ଆଧାର କରି 15ରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଥାଏ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ।ତେବେ ଏହି ଛାତ୍ରବୃତ୍ତି ପାଇବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥି ସହିତ ବିଶ୍ବର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ମାଷ୍ଟର ଡିଗ୍ରୀ ଏବଂ ଉଚ୍ଚଶିକ୍ଷା ଅନୁସରଣ କରୁଥିବା ଏସସି ଏବଂ ଏସଟି ଛାତ୍ରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ବିଦେଶରେ ଅଧ୍ୟୟନ’ ଶ୍ରେଣୀ ଆରମ୍ଭ କରାଯାଇଛି । bifashascholarship.org ଓ୍ବେବସାଇଟରେ ସମସ୍ତ ତଥ୍ୟ ରହିଛି ।  75 ପ୍ରତିଶତରୁ ଅଧିକ ନମ୍ବର ରହିଥିବା ଜରୁରୀ ଅଟେ । ତେବେ ଏହି ଛାତ୍ରବୃତ୍ତିରେ 50 ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *