ଛିଃ ଛିଃ ଏଠି ମୁଖ୍ୟମନ୍ତ୍ରୀ କିଏ ?କର୍ମୀଙ୍କ ଭଳି ବେକରେ

ଛିଃ ଛିଃ ଏଠି ମୁଖ୍ୟମନ୍ତ୍ରୀ କିଏ ?କର୍ମୀଙ୍କ ଭଳି ବେକରେ

ଆଇ କାର୍ଡ ପକାଇଛନ୍ତି ମୋହନ

ଆପଣ କୁହନ୍ତୁ ଏଠି ମୁଖ୍ୟମନ୍ତ୍ରୀ କିଏ ? ସତରେ କି ସମୟ ଆସିଲା ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ବିଜେପି ଏତେ ଛୋଟ ନଜରରେ ଦେଖେ ତାହା ସ୍ପଷ୍ଟ ଭାବେ ଜଣାପଡୁଛି …ଯେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସାଧାରଣ କର୍ମୀ ଭଳି ବେକରେ ଆଇ କାର୍ଡ ପକେଇବାକୁ ବାଧ ହେଲେ ..
ଥରେ ନଜର ପକାନ୍ତୁ ଏହି ଫଟୋ ଉପରେ ..ଯେଉଁଥିରେ ପ୍ରଧାମନ୍ତ୍ରୀ ମୋଦି ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଖାପାଖି ହୋଇ ବସିଛନ୍ତି ଆଉ ସେମାନେ କଥାବର୍ତ୍ତା ହେଉଛନ୍ତି ..ସେଠାରେ କିଛି ମହିଳା ହିତାଧିକାରୀ ମଧ୍ୟ ବସିଛନ୍ତି ଯେଉଁମାନେ ମୋଦିଙ୍କ ସହ କଥା ହେଉଛନ୍ତି ..କିନ୍ତୁ ଭଲକରି ଦେଖନ୍ତୁ ଏହି ଫଟୋରେ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ କର୍ମୀଙ୍କ ଭଳି ବେକରେ ଆଇ କାର୍ଡ ପକାଇଛନ୍ତି ..ଯାହାକୁ ଦେଖିବା ପରେ ଲୋକେ ବିଜେପି ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ..
ତେବେ ଗତ କାଲି ସୁଭଦ୍ରା ଯୋଜନାରେ ଶୁଭାରମ୍ଭ କରିବାକୁ ଭୁବନେଶ୍ୱରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ..ପରେ ଏହି ଅବସରରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୫୦୦୦ ଟଙ୍କା ଯାଇଥିଲା ..ଏହାପରେ ପ୍ରଧାନମନ୍ତ୍ରୀ ଲୋକଙ୍କ ସହ କଥା ହୋଇଥିଲେ ..

author

Related Articles

Leave a Reply

Your email address will not be published. Required fields are marked *