ଜମି ଲୁଟି ଚାଲିଛନ୍ତି ମାଫିଆ…କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ

ଜମି ଲୁଟି ଚାଲିଛନ୍ତି ମାଫିଆ…କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୋଇଲିପୁର ପଂଚାୟତ ତରାଦେଇପୁର ଦେଖିବାକୁ ମିଳିଛି ଜମି ମାଫିଆଙ୍କ ରାଜ l ତନ୍ତିଆପାଳ ବ୍ରିଜ଼ ନିକଟରେ ସରକାରୀ ଜମିରେ ମାଫିଆ ମାନେ ଅଟାଳିକା ଗଢ଼ି ବ୍ୟବସାୟରେ ବିନିଯୋଗ କରି ଲକ୍ଷଲକ୍ଷ ଟଙ୍କା କମାଉ ରାଜ କରୁଛନ୍ତି l ସରକାରଙ୍କ ବିଭିନ୍ନ ଯୋଜନାରେ ଗୋଚର ଜମି କାମରେ ଲାଗିଥାଏ l କିନ୍ତୁ ଏଠାରେ ଜମି ମାଫିଆମାନେ ବିଭିନ୍ନ ସମୟରେ ଏଭଳି ସରକାରୀ ଜମିକୁ ଜବର ଦଖଲ କରିଥିବାର ନଜର ରହିଛି l ରାଜନଗର ପାଁଇ ଏ କିଛି ନୂଆ କଥା ନୁହେଁ କାରଣ ବାରମ୍ବାର ଗଣମାଧ୍ୟମ ରେ ବେଶ ଚର୍ଚ୍ଚାରେ ଥାଏ ସରକାରି ଜିମି ହଡପ ଘଟଣା l ମାଫିଆ ମାନେ ବିଗତ କିଛିଦିନ ପୂର୍ବେ ଭିତରକନିକା ଜଙ୍ଗଲ ଜମି ଦୁର୍ନୀତିକୁ ନେଇ ବେଶ ତତ୍ପର ଦେଖାଇଥିଲେ ଜିଲ୍ଲା ପ୍ରଶାସନ କିନ୍ତୁ ଏହାର ତଦନ୍ତ କେବଳ କାଗଜ କଲମ ରେ ଥିଲା ସୀମିତ l ଏଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି ସେଇ ରାଜନଗର ବ୍ଲକ କୋଇଲୁପୁର ପଂଚାୟତ ତରାଦେଇପୁର ନିକଟରେ ଏଭଳି ଅଟାଳିକା ନେଇ ପ୍ରଶାସନ କିଭଲି ଚିରନିଦ୍ରାରେ ସୋଇଛି ଆସନ୍ତୁ ଦେଖିବା କୋଭଳି ଅଟାଳିକା ର ଦୃଶ୍ୟ କାହା ଚାପ ରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସାଜିଛି ନିରବଦ୍ରଷ୍ଟା l ଆଉ କେବେ ପଡିବ ମୋହନ ସରକାରଙ୍କ ଛାଟ ଦେଖିବାର ବାକି ରହିଲା l

author

Related Articles

Leave a Reply

Your email address will not be published. Required fields are marked *