ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦୀ । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ,ବିମାନ ଚଳାଚଳ, ପେଟ୍ରୋଲିୟମ ଭଳି କ୍ଷେତ୍ର ସହ ଏହି ପ୍ରକଳ୍ପ ଜଡିତ ରହିଛି । ଆଇଆଇଟି ଜମ୍ମୁ, ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଏବଂ ଆଇଆଇଏମ୍ ବିଶାଖାପାଟଣା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦୀ । ସେହିପରି ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି କୋଠା ଏବଂ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ କୋଠାର ମଧ୍ୟ ଉଦଘାଟନ କରାଯିବ । ଏହାଛଡ଼ା ଜମ୍ମୁ କାଶ୍ମୀରରେ ପ୍ରାୟ ୧୫ ଶହ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *