ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ମାଁ ରତନେଇଙ୍କ ପିଠ

ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ମାଁ ରତନେଇଙ୍କ ପିଠ

ଗଞ୍ଜାମଜିଲ୍ଲା ଏକ ପର୍ଯ୍ଯଟନ କ୍ଷେତ୍ରର ସ୍ଥଳ କହିଲେ ଅତ୍ୟୁକ୍ତି ହେବନାହିଁ . ଏହି ଜିଲ୍ଲାର କୋଣ ଅନୁକୋଣରେ ବହୁ ପର୍ଯ୍ଯଟନ କ୍ଷେତ୍ର ରହିଛି . ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ତ ଭାମସିଆଳି ପଞ୍ଚାୟତ ଅଧିନରେ ଥିବା ମାଁ ରତନେଇ ଶକ୍ତି ପିଠ ଅନ୍ୟତମ ଅଟେ . ସେହି ମା ଙ୍କ ପିଠ ଆଜି ଜରା଼ର୍ଜିନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି . ଏହି ପିଠଟି କାହିଁ ରା଼ଜାରାଜୁଡା ଅମଳରରୁ ରହିଆସିଛି . ଏଠାକୁ ଯିବାକୁ ହେଲେ ଭକ୍ତ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଯିବାକୁ ପଡିଥାଏ . ଏହି ମା ଙ୍କ ପୀଠରେ ସବୁବେଳେ ଭୋଜିଭାତର ଆସର ଜମୁଥିବା ବେଳେ ଏଠାରେ ପାଣି ଏକ ମୁଖ୍ୟ ସମସ୍ଯା ର କାରଣ ପାଲଟିଛି . ସରକାର ମନ୍ଦିର ଉର୍ନତି କରଣ ନିମନ୍ତେ ତତ୍ପରତା ଦେଖାଇ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କେବେ ଏହି ରତନେଇ ମା ଙ୍କ ପୀଠ କୁ ଦେବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *