ଜେଲ ଗଲେ ବବିଙ୍କ ଭାଇ

ଜେଲ ଗଲେ ବବିଙ୍କ ଭାଇ

ଗିରଫ ହେଲେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଦୀର୍ଘ ସମୟ ଧରି ଭବ ପ୍ରସାଦଙ୍କୁ ଅଟକ ରଖି ଜେରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ବିରଜା ହାଟ ବିବାଦକୁ ନେଇ ଭବ ପ୍ରସାଦଙ୍କ ବିରୋଧରେ ୪ଟି ମାମଲା ହୋଇଥିଲା । ବିରଜା ହାଟରେ ବସୁଥିବା ବେପାରୀଙ୍କୁ ଧମକାଉଥିବା ଅଭିଯୋଗ ହୋଇଥିଲା ଭବ ପ୍ରସାଦଙ୍କ ନାଁରେ । ଏହାପରେ ଗତକାଲି ବିଳମ୍ବିତ ରାତିରେ ଭବପ୍ରସାଦଙ୍କୁ ଉଠାଇ ନେଇଥିଲା କଳିଙ୍ଗ ନଗର ପୋଲିସ। ଅନେକ ସମୟ ପଚରା ଉଚୁରା ପରେ ତାଙ୍କୁ ଗିରଫ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *