ଢେଙ୍କାନାଳ ଟାଉନ ଥାନା ପୋଲିସ ଥାନା ଅଧିକାରୀ ଙ୍କ ବଡ଼ ସଫଳତା, ବ୍ରାଉନ ସୁଗାର,( ଧଳା ଜହର )ବିକ୍ରି ଅଭିଯୋଗରେ ମହିଳା ଗିରଫ, ଗିରିଫ ମହିଳା ଜଣଙ୍କ ହେଲେଶାନ୍ତିଲତା ସ୍ୱାଇଁ ସେ ଲଷ୍ମୀ ବଜାରରେ ରହି ଏହି କାରବାର ଚଳାଇ ଆସୁଥିଲେ। ତାଙ୍କ ଠାରୁ ୫୫ଗ୍ରାମ ଧଳା ଜହର ଜବତ କରିବା ଶହ କୋର୍ଟ ଚାଲାଣ କରାଯାଇଛି।

You can share this post!
author