ତମାଖୁ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ । ଚଢଉ ବେଳେ ତାଜୁବ ହେଲେ ଆୟକର ବିଭାଗ । ବଂଶୀଧର ଟବାକୋ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟାଳୟ ସମେତ ପ୍ରାୟ ୨୦ଟି ସ୍ଥାନରେ ଆୟକର ବିଭାଗ ଏକକାଳୀନ ଚଢାଉ କରି ବିପୁଳ ପରିମାଣର ସମ୍ପତି ଠାବ କରିଛି । ଦିଲ୍ଲୀ ବାସଭବନରୁ ପ୍ରାୟ ୬୦ରୁ ୭୦ କୋଟି ଟଙ୍କାର ଅନେକ ବିଳାସପୂର୍ଣ୍ଣ ଗାଡି ମିଳିଛି । ଏହା ସହ ୫ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଛି । ଏଥିରେ ଗୋଟିଏ ହୀରା ଲାଗିଥିବା ଘଣ୍ଟା ମଧ୍ୟ ରହିଛି । ଯାହାର ମୂଲ୍ୟ ପାଖାପାଖି ଅଢେଇ କୋଟି ଟଙ୍କା ହେବ । ସେହିପରି ଜବତ ହୋଇଥିବା ଗହଣା ଓ ନଗଦ ଟଙ୍କାର ମୂଲ୍ୟ ୭ କୋଟି ଟଙ୍କା ହେବ ।

You can share this post!
author
Related Articles
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର
- November 25, 2024
ଗିରଫ ହେଲେ ଅଷ୍ଟମ ଫେଲ ଗୁପ୍ତରୋଗୀ ନକଲି ଡାକ୍ତର
- November 15, 2024
ରୋଡ ଉପରେ ପାନ-ମସାଲା ଛେପ ପକାଇଲେ ସାବଧାନ ରୁହନ୍ତୁ….
- November 15, 2024