
ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚି ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରି ସମଗ୍ର ଭାରତୀୟ ବାସୀଙ୍କ ପାଈ ପ୍ରାର୍ଥନା କରିଥିଲେ । ଦର୍ଶନ ପରେ ଫଟୋକୁ ସେୟାର କରି କହିଛନ୍ତି ୧୪୦ କୋଟି ଭାରତୀୟଙ୍କ ସମୃଦ୍ଧି, କଲ୍ୟାଣ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଭଗବାନ ଭେଙ୍କଟେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛି । ପାରମ୍ପାରିକ ପରିଧାନ କରି ମୋଦି ଭଗବାନଙ୍କ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରୁଥିବା ଦେିବାକୁ ମିଳୁଛି ।