ଦିଲ୍ଲୀରେ ସବୁ କହିଲେ ନଡ୍ଡା !

ଦିଲ୍ଲୀରେ ସବୁ କହିଲେ ନଡ୍ଡା !

ଏଇ ମାସରେ ରାଜ୍ୟ ବିଜେପିରେ ହେବ ବଡ ପରିବର୍ତନ . ମନ୍ତ୍ରୀମଣ୍ଡଳରୁ ବିଦା ହେବେ ଏହି ୪ମନ୍ତ୍ରୀ . ସବୁ କହିଦେଲେ ନଡା ରାଗିଗଲେ ଶାହ . ବଦଳିଯାଇପାରେ ରାଜ୍ୟ ବିଜେପିର ରଙ୍ଗ ଢ଼ଙ୍ଗ . କାହାକୁ ଛାଡ଼ିବେନି ଶାହ . ରାଜ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ଏବେ ଦିଲ୍ଲୀରେ ଚହଳ ପକାଇଲାଣି . ଏମଏଏଲ ଏମପି ମାନଙ୍କର କ୍ଲାସ ନେଇ ଦିଲ୍ଲୀ ଫେରିବା ପରେ . ଶାହାଙ୍କ ଆଗରେ ଫେରାଦ ହୋଇଛନ୍ତି ନଡା . ରାଜ୍ୟ ବିଜେପିର ଗୋଷ୍ଠି କନ୍ଦଳ କଥା କହିବା ସହ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ନେଇ କହିଥିବା ଚର୍ଚ୍ଚା ହେଉଛି . ଓଡ଼ିଶା ଗସ୍ତ ସମୟରେ ଗୋଷ୍ଠୀ ପାଇଁ ନ ମାତିବା ପାଇଁ ନେତାଙ୍କୁ କହିଯାଇଥିଲେ ନେତା .

ରାଜ୍ୟ ସଭାପତି ନିର୍ବାଚନରେ ବିଭ୍ରାଟ କରୁଥିବା ନେତାଙ୍କୁ ସାବାଡ କରାଯିବା କଥା ଶାହା କହିଛନ୍ତି ବୋଲି ଚର୍ଚ୍ଚା ହେଉଛି . ଆଉ ଦିନ ଗଡିବନି ଏହି ମାସରେ ରାଜ୍ୟ ବିଜେପି ସଭାପତି ଚୟନ ସହ ବିଭିନ୍ନ ନଗମ ପାଇଁ ମୁଖିଆ ବଛାହେବ ବୋଲି ଶାହା ଶୁଣେଇ ସାରିଥିବା କଥା କୁହାଯାଉଛି . ଖାଲି ସେତିକି ନୁହେଁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କଥା ମଧ୍ୟ କୁହାଯାଉଛି . ନୂଆ ଚେହେରା ଆଉ କିଛି ମହିଳା ବିଧାୟିକାଙ୍କୁ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ଦିଆଯିବ ବୋଲି ଚର୍ଚ୍ଚା ହେଉଛି . ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେବ ? ଦର୍ଶକ ବନ୍ଧୁ ଯଦି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୁଏ .

ଭୁବନେଶ୍ବରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ । ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଉପହାର । ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ । ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ଗଡ଼କରୀ ।

author

Related Articles

Leave a Reply

Your email address will not be published. Required fields are marked *