ଚଳିତ ମାସ ନଭେମ୍ବର ୧୪ରେ ଲଘୁଚାପର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା ସୃଷ୍ଟି ହୋଇଛି ।ଏହା ଘନୀଭୂତ ହୋଇ ଧୀରେ ଧୀରେ ପଶ୍ଚିମ- ଉତ୍ତର – ପଶ୍ଚିମକୁ ଗତି କରିବ, ଯାହା ୧୬ ତାରିଖ ଆଡକୁ ଆହୁରୀ ଘନୀଭୂତ ହେବାର ଆଶଙ୍କା ରହିଛି । କ୍ରମେ ଲଘୁଚାପ ଅବପାତରେ ପରିଣତ ହେବାକୁ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025