ଧକ୍କା ଦେଲା ପରିବା ବୋଝେଇ ପିକଅପ ଭେନ

ଧକ୍କା ଦେଲା ପରିବା ବୋଝେଇ ପିକଅପ ଭେନ

ଘର ଆଗରେ ମୁହଁ ଧୋଇଲା ବେଳେ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭେନ . ଗଞ୍ଜାମ ଜ଼ିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତ ର କେଶରା ପଲି ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ. ଆଜି ସକାଳ ୪ ଟା ସମୟ ରେ ସୀମାଞ୍ଚଳ ସ୍ବାଇଁ ନାମକ ଜଣେ ବ୍ୟକ୍ତି ନିଜ ଘର ଆଗରେ ଥିବା ନଳ କୂପରେ ମୁହଁ ଧୋଉଥିବା ସମୟ ରେ ଏକ ପରିବା ବୋଝେଇ ଗାଡି ଆସି ଧକ୍କା ଦେଇଥିଲା . ଯାହା ଫଳରେ ସିମାଞ୍ଚଳଙ୍କ ଘଟଣା ସ୍ତଳ ରେ ମୃତ୍ୟୁ ଘଟିଥିଲା. ଗ୍ରାମବାସି ମାନେ ମିଶି ସୀମାଞ୍ଚଳକୁ ଆସିକା ମେଡିକାଲ ରେ ଭର୍ତ୍ତି କରିଥିଲେ . ଡ଼ାକ୍ତର ସିମାଞ୍ଚଳକୁ ମୃତ ଘୋଷଣା କରିଥିଲେ . ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଂଚି ଗାଡିକୁ ଜବତ କରିଛି .

author

Related Articles

Leave a Reply

Your email address will not be published. Required fields are marked *