ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ 10 ଅଭିଯୁକ୍ତ ଗିରଫ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ 10 ଅଭିଯୁକ୍ତ ଗିରଫ

ଗତକାଲି ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଆକ୍ରମଣ ଘଟଣାରେ 10 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଧର୍ମଶାଳା ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣରେ ବିଜେଡି କର୍ମୀ ଓ ବିଜେଡି ନେତା ତଥା ଯାଜପୁରରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ଧର୍ମଶାଳା ବିଧାୟକ ଲିକୁ ସାହୁ । ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ପୋଲିସ । ପ୍ରଥମେ ଅଭିଯୁକ୍ତ ମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯଆଇଥିଲା । ଏହାପରେ 10 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ବୁଢାଘାଟଠାରେ ବିଧାୟକ ହିମାଂଶୁ ସାହୁ ଗାଡିରେ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *