ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସରକାର ଯଥେଷ୍ଟ ଧାନ କିଣିସାରିଥିବା ବୟାନ ଦେଇଛନ୍ତି ମନ୍ତ୍ରୀ । ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣିଲେଣି ସରକାର । ୪ ଲକ୍ଷ ୯୯ ହଜାର ୭୭୮ ଚାଷୀଙ୍କ ଚାଷୀ ପାଇଲେଣୀ ଧାନର ମୂଲ୍ୟ। ୧୯୦୪କୋଟି ଟଙ୍କାର ଇନପୁଟ ସବସିଡି ସହମୋଟ ୭୩୭୯ କୋଟି ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି ସରକାର । ଏହା ସହ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି । ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ ।

You can share this post!
author