ନଡ୍ଡାଙ୍କୁ ଭୃଗୁଙ୍କ କଟାକ୍ଷ

ନଡ୍ଡାଙ୍କୁ ଭୃଗୁଙ୍କ କଟାକ୍ଷ

ବ୍ରହ୍ମପୁର ଗସ୍ତରେ ଆସିଥିଲେ ବିଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଠାରେ ଅନୁଷ୍ଠିତ ସମାବେଶରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ନଡ୍ଡା । ବିଜେପି ଅଧିକରୁ ଅଧିକ ଲୋକସଭା ଆସନରେ  ବିଜୟୀ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏପରିକି ବିଧାନସଭା ଗୁଡିକରେ ମଧ୍ୟ ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । ସେପଟେ ନଡ୍ଡାଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି ବିଜେଡିର ଲୋକସଭା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାର ସାମ୍ନା କରୁଛନ୍ତି । ଏପରିକି ତାଙ୍କ ନାଁରେ ବିଭିନ୍ନ କେସ ଚାଲିଛି । ଏଭଳି ଅନେକ କିଛି କହି ବ୍ରହ୍ମପୁରର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଜେପି ନଡ୍ଡାଙ୍କୁ ଆକ୍ଷେପ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *