ନନ୍ଦନକାନନର କୁ ଆସିଲେ ନୂଆ ଅତିଥି……

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି ! ୨ଟି ତାମରିଣ ମାଙ୍କଡ ଏବଂ ୨ଟି ଗୁଣ୍ଡୁଚ ମାଙ୍କଡ ନନ୍ଦନକାନନ କୁ ଆସିଲେ ! ଏମାନେ ଛୋଟ ହେଲେ ବି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଅଣ ସାଜିବେ ! ହାଇଦ୍ରାବାଦରୁ ନନ୍ଦନକାନନକୁ ଅଣାଯାଇଛି ଏହି ଦୁଇ ପ୍ରଜାତିର ମାଙ୍କଡ ! ଚଳିତ ବର୍ଷ ପ୍ରାଣୀ ଉଦ୍ୟାନ ଦ୍ୱାରା ସମୁଦାୟ ୨୪ ବିଦେଶୀ ପ୍ରଜାତି ଅଧିଗ୍ରହଣ କରିବାକୁ ଯୋଜନା କରିଛନ୍ତି ! ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୁପକ୍ଷ !

ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଆଇକୱାଲ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ପକ୍ରିୟାକୁ ନେଇ ଦ୍ୱିତୀୟ ପରାଜୟ ଆରମ୍ଭ ହୋଇଛି !ତେବେ ଏହି ପ୍ରାଣୀ ଉଦ୍ୟାନକୁ ଆସିବେ ଆହୁରି ନୂଆ ଅତିଥି ! ହୂଲକ ଗିବନ ଓ ପିଗ ଟେଲ ସହ ହିମାଳୟାନ ବିୟର ନନ୍ଦନକାନନ ଆସୁଛନ୍ତି !ଏନେଇ ମିଜୋରାମ ଅଭିମୁଖେ ବାହାରିଛନ୍ତି ନନ୍ଦନକାନନ ୮ ଜଣିଆ ଟିମ !

Nandankanan: ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ!

ଅନ୍ୟପଟେ ସନ୍ଧ୍ୟା ୫ଟା ରୁ ବନ୍ଦ ହେଉଥିବା ନନ୍ଦନକାନନ ଏଣିକି ରାତିସାରା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ନେଇ ବ୍ୟବସ୍ତା କରାଯିବ ! ଏହା ସହ ଜୀବଜନ୍ତୁଙ୍କ ବୁଲିବା ସହ ଅନ୍ୟାନ ବ୍ୟବସ୍ତା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କରାଯିବ ! ଏନେଇ ସେଣ୍ଟ୍ରାଲ ଜୁ ଅଥରୀଟିକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦେଇଛି ବନ ବିଭାଗ !

#bhubneswar#nandankanan#zoo#reo news..

author

Related Articles

Leave a Reply

Your email address will not be published. Required fields are marked *