ନବ ଦାସ ମୃତ୍ୟୁ ଘଟଣା | ମୋହନ କରାଇବେ ସିବିଆଇ ତଦନ୍ତ

ନବ ଦାସ ମୃତ୍ୟୁ ଘଟଣା | ମୋହନ କରାଇବେ ସିବିଆଇ ତଦନ୍ତ

ନିଜ କଥାରେ ଫସିଲେ ଦୀପାଲି !
ରାଗିଲେ ମୋହନ ନେବେ ବଡ଼ ଆକ୍ସନ !
ଖୋଲିବ ନବ ଦାସଙ୍କ ମୃତ୍ୟୁର ରହସ୍ୟ
ମୋହନ କରାଇବେ ସିବିଆଇ ତଦନ୍ତ

ତେବେ ଏହାରି ଭିତରେ ର୍ପୂବତନ ସ୍ଥାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ୨ବର୍ଷ ପୂରଣ ହେବାକୁ ଯାଉଛି .ଆଉ ଏହାରି ଭିତରେ ରାଜ୍ୟରେ ସରକାର ପରିବର୍ତନ ହୋଇଛି .ବିଜେଡ଼ି ହଟି ବିଜେପି ସରକାର କରିଛି . ପୁଣି ଥରେ ସେ କଥାକୁ ଦୋହରାଇଛନ୍ତି ପୂର୍ବତନ ବିଧାୟିକା ଦିପାଲୀ ଦାସ .ଭାଇ ବିଶାଲ ଦାସଙ୍କୁ ଥାନାରେ ଅଟକକୁ ନେଇ ଦୀପାଳି ବିଜେଡ଼ି ପାର୍ଟି ଅଫିସରେ ପ୍ରେସମିଟ କରି ବର୍ଷିଥିଲେ

.ଆଉ ତାଙ୍କ ପ୍ରେସମିଟରେ ଭାଇ କଥା ଉଠାଇବା ସହ ବାପାଙ୍କ ମୃତ୍ୟୁକୁ ମନେ ପକାଇ ନୂଆ ସରକାରଙ୍କୁ ପ୍ରଶ୍ନ କରିଥିଲେ . ତେବେ ନିକଟରେ ଛତିଶଗଡ଼ରେ ବିଶାଳଙ୍କୁ ପୋଲିସ ଅଟକ ରଖିବା ଘଟଣାରେ .ଦିପାଲୀ ବିଜେଡ଼ି ପାର୍ଟି ଅଫିସରେ ପ୍ରେସ ମିଟ କରି ସରକାରଙ୍କ ଉପରେ ବର୍ଷୀଥିଲେ . ଓଡିଶାର ସରକାର ଗୋଟିଏ ପୁଅ ଠାରୁ ତା ମାଙ୍କୁ ଅଲଗା କରିରଖୁଛି କେବଳ ଭୋଟିଂରେ ହାରିଯିବେ ବୋଲି କହିଥିଲେ .ଏହାକୁ ନେଇ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି .ଦୀପାଲି ନବଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ଲିଖିତ ଅଭିଯୋଗ କରନ୍ତୁ .ଅଭିଯୋଗ ଆଧାରରେ ତଦନ୍ତ ହେବ ସବୁ ସତ ପଦାକୁ ଆସିବ . ତେବେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଦୁଇ ବର୍ଷ ପୂରିବାକୁ ବସିଲାଣି ହେଲେ .ଆଜିବି ସେହି ଘଟଣା କାହାରି ମନରୁ ଲାଭିନି . କିଭଳି ଭାବେ ଜଣେ ମନ୍ତ୍ରୀଙ୍କୁ ଏତେ ସିକ୍ୟୁରିଟି ଥିବା ସତ୍ୱେ ଜଣେ ପୋଲିସ ଗୁଳି କଲେ ତାହା ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି . ଆଉ ଏବେ ଏହି ଘଟଣାକୁ ପୁଣି ଥରେ ଦୀପାଲୀ ପ୍ରେସମିଟ ମାଧ୍ୟମରେ ଉଦଜିବୀତ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *