ନିର୍ବାଚନରେ କିଏ ମାରିବ ବାଜି ?

ନିର୍ବାଚନରେ କିଏ ମାରିବ ବାଜି ?


କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସ୍ୱର୍ଗତ ସୌଦାମିନୀ ସେଠୀଙ୍କର ଅକାଳ ବିୟୋଗ ପରେ ବଡ଼ପଡା ଗ୍ରାମପଞ୍ଚାୟତର ସରପଞ୍ଚ ପଦ ଖାଲି ପଡିଛି | ଆଜିକୁ ପ୍ରାୟ ଦେଢ଼ ବର୍ଷ ନାଏବ ସରପଞ୍ଚ ସୋମନାଥ ଦାସ କାର୍ଯ୍ୟ ଦାୟତ୍ୱରେ ଥିଲେ | ଆଜି ବଡପଡା ଗ୍ରାମପଞ୍ଚାୟତର ବାଇ ଇଲେକ୍ସନରେ ତ୍ରି ମୁଖୀ ଲଢେଇ ଜୋରଦାର ଦେଖିବାକୁ ମିଳିଛି| ସ୍ୱର୍ଗତ ସୌଦାମିନୀ ସେଠୀ ଙ୍କ ଝିଅ ଅନନ୍ୟା ଶୁଭସ୍ମିତା ସେଠୀ ଆଜି ଦକ୍ଷିଣସ୍ୱର ମହା ଦେବ ପ୍ରାଙ୍ଗଣ ଠାରୁ ବିଶାଳ ବାଇକ ରାଲି ବାହାରି ପଟ୍ଟାମୁଣ୍ଡାଇ ବ୍ଲକ ପରିସର ଆସି ରହି ବି ଡି ଓ ନୋମିନେଶନ ପ୍ରାଥୀ ଦାଖଲ କରିଥିଲେ|

author

Related Articles

Leave a Reply

Your email address will not be published. Required fields are marked *