ନିର୍ବାଚନରେ ପାଦ ଥାପିଲେ ସାଉଥ ସୁପରଷ୍ଟାର

ନିର୍ବାଚନରେ ପାଦ ଥାପିଲେ ସାଉଥ ସୁପରଷ୍ଟାର

24 ନିର୍ବାଚନ ଲଢିବେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଥାପିଛନ୍ତି ବିଜୟ ଥାଲାପତି । ସେ ଶୁକ୍ରବାର ତାଙ୍କ ଦଳର ନାମ ଘୋଷଣା କରିଛନ୍ତି । ତାମିଜାଗା ଭେତ୍ରି କଜଗମ ତାଙ୍କ ଦଳର ନାମ । ତାମିଲ ଚଳଚ୍ଚିତ୍ର ସାଉଥ ସୁପରଷ୍ଟାର ବିଜୟ ଥାଲାପଥି କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ ଆୟୋଗରେ ପଞ୍ଜୀକୃତ ହୋଇଛି ଏବଂ ତାଙ୍କ ଦଳ ୨୦୨୬ ବିଧାନସଭା ନିର୍ବାଚନ ଲଢ଼ିବ। କିନ୍ତୁ ୨୦୨୪ ନିର୍ବାଚନରେ ତାଙ୍କ ଦଳର ସକ୍ରିୟତା ବା ତାଙ୍କର ନିର୍ବାଚନ ଲଢିବା ନେଇ ସେ କୌଣସି ସୂଚନା ଦେଇନାହାଁନ୍ତି ।

author

Related Articles

Leave a Reply

Your email address will not be published. Required fields are marked *