ପଞ୍ଚଭୂତରେ ଲୀନ ହେଲେ ଡ. ମନମୋହନ ସିଂ

ପଞ୍ଚଭୂତରେ ଲୀନ ହେଲେ ଡ. ମନମୋହନ ସିଂ

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ । ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହୋଇଛି ମନମୋହନଙ୍କ ପାର୍ଥିବ ଶରୀର । ଶିଖ୍ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ଏହି ସମୟରେ ମନମୋହନଙ୍କ ପରିବାର ବର୍ଗଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *