ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ । ସେ ବାରମ୍ବାର ତାଙ୍କ ରୋଗାଗ୍ରସ୍ତ ପତ୍ନୀଙ୍କୁ ଭେଟିବାକୁ କୋର୍ଟଙ୍କୁ ଅନୁମତି ମାଗୁଥିଲେ । ଶେଷରେ କୋର୍ଟ ତାଙ୍କୁ ଅନୁମତି ଦେଇଛି । କୋର୍ଟଙ୍କୁ ଅନୁମତି ମୁତାବକ ସିଶୋଦିଆ ଶନିବାର ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ ଭେଟିପାରିବେ । ହେଲେ ଏହି ଭେଟ ସମୟରେ ମନୀଷ ସିଶୋଦିଆ କୌଣସି ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ କି କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025