ପଦ୍ମ ଧରୁଛନ୍ତି ଜନବିରୋଧି ନେତା

ପଦ୍ମ ଧରୁଛନ୍ତି ଜନବିରୋଧି ନେତା

ନିର୍ବାଚନ ପୂର୍ବରୁ ନେତାମନ୍ତ୍ରୀ ମାନଙ୍କ ଦଳ ଡିଆଁ ପର୍ବ ଜୋର ଧରିଛି । ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି ନେତାମାନେ । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର, ସେ କହିଛନ୍ତି ଯେ ୨୦୧୯ ମସିହାରେ ଯେଉଁ ନେତାମାନଙ୍କୁ ବିଜେଡି ଟିକେଟ ଦେବା ସମ୍ଭାବନା ନଥିଲା କି ବିଜେଡିରେ ସ୍ଥାନ ନଥିଲା । ସେହି ନେତାଙ୍କୁ ବିଜେପି କୋଳେଇ ନେଇଥିଲା । ୨୦୨୪ରେ ବିଜେପି ଆଉ ପାଦେ ଆଗକୁ ଯାଇ ଜଘନ୍ୟ ଅପରାଧୀ, ଜନବିରୋଧୀ, ଟିକେଟ ନପାଇବା ନେତାଙ୍କୁ ବିଜେପି ପାଛୋଟି ନେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ । ଏହା ବିଜେପି ଅପାରଗତାକୁ ଇଙ୍ଗିତ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *