ଆସନ୍ତା 17 ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ଧାମ । ଛୁଟିଲାଣି ଭକ୍ତଙ୍କର ସୁଅ । ସକାଳୁ ସକାଳୁ ପୁରୀ ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାପରେ ପରିକ୍ରମା ସ୍ଥଳରେ ପହଞ୍ଚି ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହିତ ଉଦଘାଟନ କାର୍ଯ୍ୟକ୍ରମ,ହୋମ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଭିକେ ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପରିକ୍ରମା ସ୍ଥଳରେ ଉସସ୍ଥିତ ରହିଥିଲେ ।

You can share this post!
author
Related Articles
ପୁଣି ଠେଲା ପେଲା ପରିସ୍ଥିତି
- November 12, 2024
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ….
- November 9, 2024
ବିପଦରେ ମେଘନାଦ ପାଚେରି…
- November 3, 2024