ଥରେ ଦେଖନ୍ତୁ ଏହି ଦୃଶ୍ୟକୁ .ରାସ୍ତାରେ ପଡ଼ିଛି ପାକିସ୍ତାନର ଜାତୀୟ ପତାକା .ଏହା ଉପରେ ଶହ ଶହ ଗାଡ଼ି ଯିବା ଆସିବା କରୁଛନ୍ତି .ଏମିକି ପିଲା ମାନେ ମଧ୍ୟ ଏହାଉପରେ କ୍ରିକେଟ ପିଚ କରି ଖେଳୁଛନ୍ତି . ତେବେ ଏହି ଦୃଶ୍ୟ ଗଞାମ ଜିଲ୍ଲା ବ୍ରହ୍ମପୁରରୁ ସାମ୍ନାକୁ ଆସିଛି .
ଯେଉଁଠାରେ ପାକିସ୍ତାନ ମୁର୍ଦବାଦର ନାରା ଦେବା ସହ ରାସ୍ତାରେ ପାତାକା ରଖି ଏହା ଉପରେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଥିଲା .ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପର୍ଯ୍ୟଟକଙ୍କୁ ନିର୍ମମ ଭବାରେ ହତ୍ୟା କରିବା ପରେ ଭାରତ ଏବଂ ପାକିସ୍ତାନର ତିକ୍ତତା ବଢ଼ିବାରେ ଲାଗିଛି ! ଇତି ମଧ୍ୟରେ ଆଜି ଏକ ଘଟଣା ଦେଖିବାକୁ ମିଳିଛି ! ବ୍ରହ୍ମପୁର ଥାନା ଅଂଞ୍ଚଳ ପିଭିଏନ ରାଓ ପେଟ୍ରୋଲ ପମ୍ପନିକଟରେ ପାକିସ୍ତାନ ମୁର୍ଦାବାଦ ନାରା ଥାଇ ଏକ ପତାକା ରାସ୍ତାରେ ଥିବା ଦେଖିବାକୁ ମିଳିଥିଲା ! ଏହାକୁ ଦେଖିବାକୁ ସମସ୍ତଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା ! ଏହିଭଳି ନାରା ଥିବା ପତାକା ନିଆରା ଢଙ୍ଗରେ ଦେଖିବାକୁ ମିଳିଛି !