ପାଣି ପାଇଁ ରାସ୍ତାରେ ବସିଲେ ଚାଷୀ

ପାଣି ପାଇଁ ରାସ୍ତାରେ ବସିଲେ ଚାଷୀ

ରବି ଚାଷ ନିମନ୍ତେ ଇନ୍ଦ୍ରାବତୀ ମେଗାଲିଫ୍ଟରୁ ଚାଷ ଜମିକୁ ଜଳ ସେଚନ ବନ୍ଦ ପରେ ଚାଷୀକୁଳ ଜଳ ସେଚନ ପାଇଁ ବାରମ୍ବାର ଅଭିଯୋଗ କରିଆସିଛନ୍ତି | ହେଲେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବାରୁ ସକାଳ 6ଘଣ୍ଟl ରୁ ସନ୍ଧ୍ୟା 6ଘଣ୍ଟା ଜାତୀୟ ରାଜପଥ 26 ମୋଟେର ଛକ ଠାରେ ଅବରୋଧ କରି ବସିଛନ୍ତି | ଫଳରେ ଜରୁରୀ ସେବାକୁ ବାଦ କରି ଉଭୟ ପାର୍ଶ୍ୱରେ ବହୁ ଯାନବାହାନା ଅଟକି ରହିଥବାରୁ ଭବାନୀପାଟଣା ରୁ ଜୟପୁର | କୋରାପୁଟକୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଦୀର୍ଘ 6ଘଣ୍ଟା ବିତି ଗଲେ ସୁଦ୍ଧା ଏଇପର୍ଯନ୍ତ କୌଣସି ସରକାରୀ ଅଧିକାରୀ ପହଞ୍ଚି କୌଣସି ପ୍ରତିଶୃତି ଦେଇନାହାନ୍ତି | ଫଳରେ ଚାଷୀ କୁଳ ରେ ଅସନ୍ତୋଷ ବଡ଼ିବାରେ ଲାଗିଛି |

author

Related Articles

Leave a Reply

Your email address will not be published. Required fields are marked *