ପାଣ୍ଡିଆନଙ୍କ ନାଁରେ ଇଡି ଅଭିଯୋଗ…

ପାଣ୍ଡିଆନଙ୍କ ନାଁରେ ଇଡି ଅଭିଯୋଗ…

24 ବର୍ଷର ସରକାର ଭାଙ୍ଗିବା ପରେ ରାଜ୍ୟରେ ଏବେ ପରିବର୍ତ୍ତନ ଆସିଛି । ପ୍ରଥମ ଥର ପାଇଁ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ ବର୍ତ୍ତମାନ ରାଜ୍ୟ ରାଜନୀତିରେ କେବଳ ଗଟିଏ ଚର୍ଚ୍ଚା ଯେ ଭିକେ ପାଣ୍ଡିଆନଙ୍କ ପାଇଁ ବୁଡିଗଲା ବିଜୁ ଜନତା ଦଳ । ତାଙ୍କରି ପାଇଁ ବିଜେଡି ଆଜି ତାର ଅସ୍ତିତ୍ୱ ହରାଇଛି । ଏ ସବୁ ଭିତରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ଆସିଛି ଇଡି ଅଭିଯୋଗ । ଦିଲ୍ଲୀରେ ଇଡି ଅଭିଯୋଗ ହୋଇଛନ୍ତି । ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ନାଁରେ ଓଡିଶାକୁ ଲୁଟିବା ସହ ଜଗନ୍ନାଥଙ୍କୁ ଦୁଆର ଦୁଆର ବୁଲାଇ ଚାଉଳ ମଗାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ।

author

Related Articles

Leave a Reply

Your email address will not be published. Required fields are marked *