
ଇସ୍ରାଏଲ ଓ ହମଜା ଯୁଦ୍ଧରେ ଏବେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅଚ୍ଚାସଙ୍କ କାର ଉପରେ ଆକ୍ରମଣ କରାଯାଇଛି । ରାଷ୍ଟ୍ରପତିଙ୍କୁ ଆକ୍ରମଣକାରୀ ମାନେ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ମହମୁଦଙ୍କ କାର ଉପରକୁ ମାରାତ୍ମକ ଆକ୍ରମଣ କରାଯାଇଛି । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଜ୍ଞାତ ଆକ୍ରମଣକାରୀମାନେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆକ୍ରମଣକାରୀମାନେ ସେମାନଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।