ଋଷରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ପାଇଁ ମତଦାନ ଜାରିରହିଛି । ଶନିବାର ମତଦାନର ଦ୍ୱିତୀୟ ଦିନ ରହିଥିଲା ଏବଂ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଏହି ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରମୁଖ ପ୍ରାର୍ଥୀ ଅଟନ୍ତି ଏବଂ ପଞ୍ଚମ ଥର ଛଅ ବର୍ଷ କାର୍ୟ୍ୟକାଳ ପାଇଁ ପୁନଃ-ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ତେଣୁ ପୁଟିନଙ୍କ ପୁନଃନିର୍ବାଚନରେ ଏହାର ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025