ପୁଣି ଆକ୍ସନ ମୋଡରେ ମୋଦି…

ପୁଣି ଆକ୍ସନ ମୋଡରେ ମୋଦି…

ଶେଷ ହୋଇଛି ସମସ୍ତ ପର୍ଯ୍ୟାୟ ନିର୍ବାଚନ ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ପୁଣିଥରେ ଆକ୍ସନ ମୋଡକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ମୋଦି ମାରାଥନ ବୈଠକ କରିବା ନେଇ ସୂଚନା ମିଳିଛି । 7ଟି ପ୍ରସଙ୍ଗ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିବା ସହିତ ଗ୍ରୀଷ୍ମପ୍ରବାହ ନେଇ ମଧ୍ୟ ସମୀକ୍ଷା ବୈଠକ କରିବେ ମୋଦୀ । ତା ସହିତ ବିଶ୍ୱ ପରିବେଶ ଦିବସ ପାଳନ ନେଇ ବୈଠକ ଏବଂ ନୂଆ ସରକାରରେ ୧୦୦ ଦିନର ଏଜେଣ୍ଡା ଉପରେ ବୈଠକ ହେବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *