ପୁଣି ଉପରମୁହାଁ ସୁନା ଦର…

ପୁଣି ଉପରମୁହାଁ ସୁନା ଦର…

ପୁଣି ଉପରମୁହାଁ ସୁନା ଦର । କିଛି ଦିନ ହେବ ସୁନା ଏବଂ ରୂପା ଦର ସାମାନ୍ୟ ହ୍ରାସ ପାଉଥିବା ବେଳେ ବର୍ତମାନ ଏହା ପୁଣି ଥରେ ଉପରମୁହାଁ ହୋଇଥିବା ସୂଚନା ମିଳିଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୫ ହଜାର ୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭ ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ସୁନା ୫୦୦୦ ଟଙ୍କା ମହଙ୍ଗା ହୋଇଛି । ଏବଂ ଆଗାମୀ ଦିନରେ ମଧ୍ୟ ସୁନା ଦର ମହଙ୍ଗା ହେବାର ସମ୍ଭାବନା ରହିଥିବା କୁହାଯାଉଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ କିଛି ଦିନ ଧରି ସେୟାର ବଜାରରେ ବଡ ହଲଚଲ ଦେଖିବାକୁ ମିଳିଛି । ଯାହାର ପ୍ରଭାବ ସୁନା ରୂପା ଦର ଉପରେ ପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *