ପୁଣି ଥରେ ଆତଙ୍କ ଖେଳାଇଛି ଝାଡାବାନ୍ତି

ପୁଣି ଥରେ ଆତଙ୍କ ଖେଳାଇଛି ଝାଡାବାନ୍ତି

ପୁଣି ଥରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ । ବିଭିନ୍ନ ହସ୍ପିଟାଲରେ ୫୦ ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ରାଧାନଗର ପାଟଣା, ଠାକୁର ପାଟଣା, ଗୋଡିପାଟଣା ଆଦି ଏକାଧିକ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *