ଜୀବନ ନେଉଛି ବଜ୍ରପାତ । ଆଜି ପୁଣି ବଜ୍ରପାତରେ ଦୁଇ ଜୀବନ ଯାଇଛି । ଚାଷ ଜମିରେ କାମ କରୁଥିବା ସମୟରେ ଦୁଇ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ତୁମାପଡା ଗ୍ରାମରେ ଏଭଳି ଘଟଣା ଘଟିଛି । ଉଭୟ ଭାଗ ଚାଷୀ ଅଟନ୍ତି । ତେଣୁ ଆଜି ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତ କାରଣରୁ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି ।

You can share this post!
author