ପ୍ରକାଶ ପାଇଲା ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୁମ୍ଭୀର ଓ ପକ୍ଷୀଗଣନା ତାଲିକା । ଓ ବର୍ଷ କୁମ୍ଭୀର ସଂଖ୍ୟା ବଢିଛି । ଚଳିତ ବର୍ଷ ମୋଟ 111ଟି କୁମ୍ଭୀର ଠାବ କରାଯାଇଛି । ଅନ୍ୟପଟେ ସାତକୋଶିଆ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ସାତକୋସିଆ ଆସିନାହାନ୍ତି । ସେହିପରି ଗତ ବର୍ଷ ୬୩ଟି ପ୍ରଜାତିର ୩ ହଜାର ୮୭୮ଟି ପକ୍ଷୀ ସାତକୋଶିଆକୁ ଆସିଥିଲେ । ତେବେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୫୪୮ଟି କମ ପକ୍ଷୀ ଆସିଥିବା ଜଣାପଡିଛି । ସେହିପରି ଭିତରକନିକାରେ ମଧ୍ୟ କୁମ୍ଭୀର ସଂଖ୍ୟା ବଢିଛି । ଆଜିଠାରୁ ଭିତରକନିକା ଖୋଲାଯାଇଛି ।

You can share this post!
author
Related Articles
ଅନୁଗୁଳରୁ ଆସିଲା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ….
- June 27, 2024
ଅନୁଗୁଳରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ
- January 10, 2024