ରାଜ୍ୟରେ ନିର୍ବାଚନକୁ ଦିନ କେଇଟା ବାକି ରହିଥିବା ବେଳେ ଗାଁ ମାନଙ୍କରେ ଜମୁଛି ପ୍ରଚାର ମଇଦାନ । କର୍ମୀମାନଙ୍କୁ ନେଇ ବୈଠକ କରୁଛନ୍ତି ନେତା । ଭୋଟ ହାତେଇବା ନେଇ ଏକାଠି ହେଉଛନ୍ତି ନେତାମନ୍ତ୍ରୀ । ଦଳକୁ ଜିତାଇବା ପାଁଇ କର୍ମୀମାନଙ୍କୁ ନେଇ କରିଛନ୍ତି ବଡ ବୈଠକ । ବିଜେଡିର ପୁରୀ ସାସଂଦ ପାର୍ଥୀ ଅରୁପ ପଟନାୟକ ,ବ୍ରହ୍ମଗିରି ବିଧାୟକ ପାର୍ଥୀ ଉମାକନ୍ତ ସାମନ୍ତରାୟ ଏବଂ ସତ୍ୟବାଦି ବିଧାୟକ ପାର୍ଥୀ ସଞ୍ଜୟ ଦାସବର୍ମାଙ୍କ ପ୍ରଚାର କରିଛନ୍ତି । ତିନି ଗାଜନେତା ପ୍ରଚାର ମଇଦାନରେ ନିଜର ରାଜନୈତିକ ଅଙ୍କ କଶୁଛନ୍ତି । ଦଳ କିପରି ଜିତିବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନେତା ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025