ବର୍ତ୍ତମାନର ବ୍ରହ୍ମପୁର ସାଂସଦ ତଥା ଗୋପାଳପୁରର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଟାଟାରେ ନିଯୁକ୍ତି ଦେବା ନାମରେ ପୂର୍ବରୁ ରୁଜୁ ହୋଇଥିବା ମାମଲାରେ ପୁଣି ତିନି ଜଣ ଅଭିଯୋଗକାରୀଙ୍କ ପକ୍ଷରୁ କୋର୍ଟରେ ମାମଲାର ବିଚାର ସମୟରେ ନିଜର ବୟାନ ରଖିବା ସହିତ ପୋଲିସ ପ୍ରଶାସନର ଚାପରେ ଏତଲା ଦେଇଥିଲେ ବୋଲି ରୋକଠୋକ୍ ଭାବରେ ନିଜ ନିଜର ମତ ରଖିଥିବା ପ୍ରଦୀପଙ୍କ ଆଇନଜୀବିଙ୍କ ପକ୍ଷରୁ କୁହାଯାଇଛି । ବୁଧବାର ପୁଣି ତିନୋଟି ମାମଲାର ବିଚାର ସମୟରେ କୋର୍ଟରେ ହାଜର ହୋଇଥିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।

You can share this post!
author