ପ୍ରସନ୍ନଙ୍କ ସାଂଘାତିକ ବୟାନ

ପ୍ରସନ୍ନଙ୍କ ସାଂଘାତିକ ବୟାନ

ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ବଢାଇଲା ଚର୍ଚ୍ଚା । ଗତକାଲି ଟ୍ରିବ୍ୟୁନାଲର ଅଧକ୍ଷ ନିଯୁକ୍ତ ହେବା ପରେ ମହାନଦୀ ଓଡିଶାରେ ଲୀନ ହୋଇଯିବ ଏଭଳି କିଛି ସାଘାଂତିକ କଥା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଟ୍ରିବ୍ୟୁନାଲ ପରିବର୍ତ୍ତନ ହେବା ଯୋଗୁଁ ପୁଣି ମୂଳରୁ ଶୁଣାଣି ଆରମ୍ଭ ହେବ। ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲିନ ହୋଇଯାଇଥିବ। ତେଣୁ ସରକାର ଏବେଠାରୁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ବାରମ୍ବାର କରିବା ପରେ ବି କିଛି ସମାଧାନ ହୋଇନାହିଁ। ଏବେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ।

author

Related Articles

Leave a Reply

Your email address will not be published. Required fields are marked *