ଭାରତକୁ ମିଳିଲା ସମୁଦାୟ 11 ଟି ସ୍ୱର୍ଣ୍ଣ ପଦକ । ଏସୀୟ ମହିଳା କ୍ରୀଡାରେ ଶ୍ରାଲଙ୍କାକୁ ହରାଇ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 7 ୱିକେଟ ହରାଇ 116 ରନ କରିଥିଲା । ଯାହାର ଉତ୍ତରରେ ଶ୍ରୀଲଙ୍କା 20 ଓଭରରେ ମାତ୍ର 97 ରନ କରିପାରିଥିଲା । ଭାରତ ପକ୍ଷରୁ ତିତାସ ସାଧୁ ସର୍ବାଧିକ 3ଟି ୱିକେଟ ନେଇଛନ୍ତି । ଏସିଆ କ୍ରୀଡାରେ ସୁଟିଂରୁ ପ୍ରଥମେ ସ୍ୱର୍ଣ୍ଣ ପଦକ ଆଣିଥିଲା ଭାରତ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ରୁଦ୍ରାଂଶ୍ ପଟେଲ, ଐଶ୍ବର୍ଯ୍ୟ ପ୍ରତାପ ତୋମର ଓ ଦିବ୍ୟାଂଶ ସିଂ ପନୱାର ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025