ଫିର ମଚେଗା ଗଦ୍ଦର

ଫିର ମଚେଗା ଗଦ୍ଦର

ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ‘ଗଦ୍ଦର’କୁ ଦର୍ଶକ ବେଶ ଭଲପାଇବା ଦେଇଥିଲେ | ଏମିତିକି ବକ୍ସ ଅଫିସରେ ଏହି ଫିଲ୍ମି ବିସ୍ପୋରଣ କରିଥିଲା | ପୁଣିଥରେ ଏହି ଫିଲ୍ମିର ପାର୍ଟ-୨ ଅର୍ଥାତ ‘ଗଦ୍ଦର-୨’ ଆସୁଛି | ଅଗଷ୍ଟ ମାସରେ ଏହି ଫିଲ୍ମି ହଲ୍କୁ ଆସିବା ନିମନ୍ତେ ପ୍ରସ୍ତୁତ ହେଉଛି | ଏହା ପୂର୍ବରୁ ପ୍ରଯୋଜନା ସଂସ୍ଥା ପୁରୁଣା ‘ଗଦ୍ଦର’ ଫିଲ୍ମି ପ୍ରେକ୍ଷାଳୟକୁ ଆଣିବା ସହ ଏହାର ଟ୍ରେଲର ମଧ୍ୟ ରିଲିଜ କରିଛନ୍ତି | ‘ଗଦ୍ଦର-୨’ର ଟ୍ରେଲର ଦେଖି ସନ୍ନିଙ୍କ ପ୍ରଶଂସକଙ୍କମାନେ କହୁଛନ୍ତି ‘ଫିର ମଚେଗା ଗଦ୍ଦର |’ ସନ୍ନି ମଧ୍ୟ ଫ୍ୟାନଙ୍କ ଉତ୍ସାହ ଦେଖି ଅଭିଭୂତ ହୋଇଛନ୍ତି | ପ୍ରଥମ ଭାଗ ଅପେକ୍ଷା ସିକ୍ୱେଲ କାହାଣୀରେ ନୂତନତ୍ୱ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *