ଏଣିକି ଫେକ କଲର ଶିକାର ହେବେ ନାହିଁ ସାଧାରଣ ଜନତା । ଫେକ କଲ ଉପରେ ଲାଗିବ କଟକଣା । ସରକାର ଆଣିବେ ‘ଟ୍ରୁ କଲର’ ପରି ସେବା । ମୋବାଇଲ ସ୍କ୍ରିନରେ ଦେଖିବାକୁ ମିଳିବ ‘କଲର’ର ସଠିକ୍ ନାଁ । ସିମ୍ ନେବା ସମୟରେ ଉପଭୋକ୍ତା ଫର୍ମରେ ଯେଉଁ ନାଁ ଦେଇଥିବେ, ଫୋନ୍ କଲେ ସେହି ନାଁ ହିଁ ଆସିବ । ଫଳରେ ଲୋକେ ଆଉ ଫେକ୍ କଲ ରିସିଭ୍ କରି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଟ୍ରାଇ ପକ୍ଷରୁ ‘କଲିଂ ନେମ୍ ପ୍ରେଜେଂଟେସନ୍’ ସେବା ଆରମ୍ଭ ହେବାକୁ ଯାଉଛି । ସରକାର ତାରିଖ ନିର୍ଦ୍ଧାରଣ କଲା ପରେ ଏହି ସେବା ଆରମ୍ଭ ହେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025